ଶାଶ୍ୱତପ୍ରେମ

Indian translations> ଶାଶ୍ୱତପ୍ରେମ
Clemens_Brentano2.jpg

Die Liebe lehrt

Clemens Brentano

Clemens Brentano

Clemens_Brentano2.jpg
Satya mohanti.jpg

ଶାଶ୍ୱତପ୍ରେମ

Translated by : Satyabrata Mohanti

Satya mohanti.jpg

Die Liebe lehrt
Mich lieblich reden,
Da Lieblichkeit
Mich lieben lehrte.

ପ୍ରେମ ଶିଖାଏ ମତେ ମଧୁର ବଚନ,

ତା ଯୋଗୁ ଶିଖିଲି ପ୍ରେମର ମାନ

Arm bin ich nicht
In deinen Armen,
Umarmst du mich
Du süsse Armut.

ତୋ ବାହୁ ରେ ମୁଁ ନୁହେଁ ନିର୍ଦ୍ଧନ,

ହେ ନିର୍ଦ୍ଧନତା କର ଆଲିଙ୍ଗନ।

Wie reich bin ich
In deinem Reiche,
Der Liebe Reichtum
Reichst du mir.

ପ୍ରେମ ରାଇଜରେ ମୁଁ କୁବେର ସମାନ,

ପ୍ରେମ ସମ୍ପଦ ଯେବେ କରୁ ତୁ ଦାନ।

O Lieblichkeit!
O reiche Armut!
Umarme mich
In Liebesarmen.

ହେ ପ୍ରିୟ ଦାରିଦ୍ର୍ୟ, ହେ ଶାଶ୍ଵତ ପ୍ରେମ,

ପ୍ରେମ ଭରା କୋଳେ ସାର୍ଥକ କର ଜନମ।

Glossary

Poet's Picture: By Emilie Linder - Zeitschrift: Damals, Jg. 45, Ausgabe 5/2013, Artikel: "Volkspoesie" aus Grimm’scher Feder, Public Domain, https://commons.wikimedia.org/w/index.php?curid=1671633

Courtesy: